Sadananda Sahoo
Literary General
AUTHOR OF THE YEAR 2018,2019,2021 - NOMINEE

399
Posts
243
Followers
49
Following

କବିତା ଲେଖିବା ମୋର ନିଶା ; ଆଉ ପ୍ରବୃତି ; ନିରନ୍ତର ଭାବେ ଆଜକୁ ଦୀର୍ଘ 18 ବର୍ଷ ହେଲାଣି କବିତା ଲେଖି ଆସୁଛି ; ତୁଳଷୀ କ୍ଷେତ୍ର ସମ୍ବାଦ ପତ୍ରରେ ନିୟମିତ ମୋର କବିତା ପ୍ରକଶ ଆସୁଛି ;! ଷ୍ଟୋରି ମିରର ୱେବ୍ ପେଜ ରେ କବିତା ଲେଖି ଅଥର ଅଫ ଦି ଉଇକ୍ ହେବାର ସୌଭାଗ୍ୟ ଲାଭ କରିବା ସହିତ ସାପ୍ତାହିକ ପ୍ରତିଯୋଗିତା ରେ ଦୁଇ ଥର ପ୍ରଥମ ସ୍ଥାନ ଓ ଏକ ଥର ... Read more

Share with friends
Earned badges
See all

ପ୍ରେମ ଦିବସ ଗୁଡିକୁ ସରସ ସୁନ୍ଦର କରିବା ପାଇଁ , ହୃଦୟରୁ ଅସରନ୍ତି ସ୍ନେହଁ , ଶ୍ରଦ୍ଧା , ଆଉ ଭଲ ପାଇବା ଅଜାଡି ଦେଲେ , କୌଣସି ଉପହାର'ର ଆବଶ୍ୟକତା ନାହିଁ ॥ ଆଉ ଏଇ ଭଲ ପାଇବାର ଉଚ୍ଛ୍ଵାସକୁ ବଳବତ୍ତର ରଖିବା ଉଭୟ ପ୍ରେମୀକ ପ୍ରେମିକାଙ୍କର ପରମ କର୍ତ୍ତବ୍ୟ ହେବା ଏକାନ୍ତ ଆବଶ୍ୟକ ॥

ଅାମ ମାନଙ୍କ ପାଇଁ ଯିଏ ସବୁବେଳେ ଚିନ୍ତିତ , ସିଏ ଆଉ କେହି ନୁହେଁ ସେ ' ଅାମ ଜନ୍ମ ଦାତ୍ରୀ ମାଅା ! ସ୍ନେହଁର ଅସରନ୍ତି ଭଣ୍ଡାର କୁ ଶାବକ ମାନଙ୍କ ଖୁସି ପାଇଁ ସବୁବେଳେ ଉନ୍ମୁକ୍ତ ରଖି , ଉଦାର ତାର ପରିଚୟ ପ୍ରଦାନ କରି ଥାଏ ! ସେ ଅାମ ଗର୍ଭ ଧାରିଣୀ ମାଅା ! ତାକୁ କଣ କେବେ ଭୁଲି ପାରିବା ?

ଅାମ ମାନଙ୍କ ପାଇଁ ଯିଏ ସବୁବେଳେ ଚିନ୍ତିତ , ସିଏ ଆଉ କେହି ନୁହେଁ ସେ ' ଅାମ ଜନ୍ମ ଦାତ୍ରୀ ମାଅା ! ସ୍ନେହଁର ଅସରନ୍ତି ଭଣ୍ଡାର କୁ ଶାବକ ମାନଙ୍କ ଖୁସି ପାଇଁ ସବୁବେଳେ ଉନ୍ମୁକ୍ତ ରଖି , ଉଦାର ତାର ପରିଚୟ ପ୍ରଦାନ କରି ଥାଏ ! ସେ ଅାମ ଗର୍ଭ ଧାରିଣୀ ମାଅା ! ତାକୁ କଣ କେବେ ଭୁଲି ପାରିବା ?

ଅନ୍ଧକାର ରାତ୍ରୀର ନିର୍ଜନତା ମନରେ ଭୟ ସଂଚାର କରେ ସତ୍ୟ , କିନ୍ତୁ ଜୀବନର ଚିର ସହଚର ଅସହାୟତାକୁ ପ୍ରତିପାଦନ କରେ ବିନା ସଂକୋଚରେ ! କାରଣ ଏ ଅନ୍ଧକାର ମୟ ପରିବେଶ ଭୂତ ପ୍ରେତ ମାନକଂର ଆବିର୍ଭାବ କୁ ସହୟତା ପ୍ରଦାନ କରେ ବୋଲି , ଅାମ ମାନଙ୍କ ଯଥେଷ୍ଟ ଧାରଣା ରହିଛି !

ହୃଦୟର ଅବ୍ୟକ୍ତ ବେଦନାକୁ ଲେଖନୀ ମୁନରେ ପରିପ୍ରକାଶ କରିବା କବି , ଲେଖକ ମାନକଂର ମୂଳଧର୍ମ ! ! ସମାଜର ବାର୍ତ୍ତାବହ ରୂପେ କବି ଲେଖକ ମାନେ ନିଜକୁ ସମର୍ପଣ କରି ଥାନ୍ତି ! ସାମଜିକ ବାର୍ତ୍ତା ସମାଜକୁ ନୂତନ ଦିଗଦର୍ଶନଦେଇଥାଏ !

ବନ୍ଧୁତ୍ବ ସବୁ ପରିସ୍ଥିତିରେ ତିଷ୍ଟିରହିବା ବିଧେୟ , ସମ୍ପର୍କର ନିବିଡତା ବନ୍ଧୁତାର ପରିଭାଷା ପ୍ରତିପାଦନ କରେ ! ବନ୍ଧୁ ଗରିବ ହେଉକି ଧନୀ, ବନ୍ଧୁହିଁ ସର୍ବଦା ବନ୍ଧୁ ପଦବାଚ୍ୟ ସମ୍ମାନରେ ଭୂଷିତ ହେବା ଉଚିତ !

ମଣିଷ ସଂଘର୍ଷର ବରପୁତ୍ର , ଅହରହ ଜୀବନ ଜୀବିକା ପଛରେ ଧାଇଁ ଧାଇଁ ଗୁଜୁରାଣ ମେଣ୍ଟାଇ ଥା ଏ ! ପରିବାର କେନ୍ଦ୍ରୀକ ହୋଇ ସମାଜର କୌଣସି ସେବାରେ ନିୟୋଜିତ ହୋଇ ପାରେ ନାହିଁ ! ପରି ଶେଷରେ ଅନୁତାପ କରି ଇହଲୀଳା ସମ୍ବରଣ କରିଥାଏ ମାତ୍ର !

ବୀରହ ବେଦନାର ଦୁଃଖ କେବଳ ଭଲ ପାଉଥିବା ପ୍ରେମୀକ ହିଁ ଅନୂଭବ କରିଥା ଏ !

ସାଧନା ଦ୍ଵାରା ସଫଳତା ପ୍ରାପ୍ତ ହୋଇ ଥା ଏ , ଏ ହା ନିଚ୍ଛକ ସତ କଥା ,


Feed

Library

Write

Notification
Profile