STORYMIRROR

Tapan Dixit

Romance Abstract Others

2  

Tapan Dixit

Romance Abstract Others

କବିତା

କବିତା

1 min
2.3K


ତୁଠୁ ମାଠିଆକୁ କାଖେଧରି ତୁମେ

ରୁଣୁଝୁଣୁ ଶବଦରେ

ଆସୁଥିଲ ଯେବେ ଆଖି କହୁଥିଲା 

କିଛି ଚୋରା ଚାହାଣୀରେ,

ପାଦ ଦୁଇଥିଲା ବ୍ୟସ୍ତତା ମୁଖର

ଭିଜା ଭିଜା ଥିଲା ଦେହ

ଉଙ୍କି ମାରୁଥିଲା ଅଳସୀ ଯୌବନ

ଶତ ସପନର ମୋହ ।।

ତପନ ଦୀକ୍ଷିତ(ବେଳା ଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance