STORYMIRROR

Tapan Dixit

Fantasy Others

2  

Tapan Dixit

Fantasy Others

ସତୀତ୍ଵ

ସତୀତ୍ଵ

1 min
14.2K


ବିଶ୍ୱାସରେ ଅବା କ୍ଷଣିକ ଆଗୋଶେ 

ଅଧରେ ଅଧର ଥୋଇ

କହିଥିଲ ଯାହା ନିରୋଳା ବେଳାରେ

ରାଣଖାଇ ଦେହଛୁଇଁ,

ବିସ୍ମରି ଯାଇନି ସ୍ମରଣେ ଅଛି ମୋ

ଏବେବି ସେ ସ୍ମୃତି ତାଜା

ତମେ କିନ୍ତୁ ବୁଲ ରାଜ ରାସ୍ତାପରେ

ଧରି ସତୀତ୍ଵର ଧ୍ୱଜା ।।

ବେଳାଭୂମି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy