STORYMIRROR

Mr.GAGAN BIHARI NAYAK

Fantasy Inspirational

3  

Mr.GAGAN BIHARI NAYAK

Fantasy Inspirational

ଜୟ ମା'ଦଶଭୂଜା

ଜୟ ମା'ଦଶଭୂଜା

1 min
127

କାଶତଣ୍ଡୀ ବଢାଏ ଶୋଭା ।

ବିଚ୍ଛୁରିତ ଜୋଛନା ଆଭା।

ସରଗୁ ଓହ୍ଲାଇ ଆସେ

ମା' ଦଶଭୁଜା ।

ବଜାରେ ବଜା ବାଇଦ ବଜା

ଆଜି ପରା ଅଷ୍ଟମୀ ପୂଜା (0)


ହସେ ଧରଣୀ ଓଢଣା ଟାଣି

ତୋରଣ ମାଳେ ଝରା ରୋଷଣୀ

ବରଷି ଯାଏ ବରଷା ରାଣୀ

ଝୁମନ୍ତି ବ୍ରତେ ଘର ଘରଣୀ

ବାଜୁଛି ଗରବା ବାଜା (୧)

 

ଝରା ଶିଶିର ଶରତ କାଳ 

ତମାଳ ମାଳ ଦିଶେ ନିର୍ମଳ 

ଅଷ୍ଟମୀ ଜହ୍ନ ମନ ଚଞ୍ଚଳ 

ଭାସେ ବଉଦ ମାଳକୁ ମାଳ

ଲାଗେ ମନ ଭାରି ମଜା(୨)


ଅବତରି ମାଁ' ଗଉରୀ 

ଶ୍ୱେତବର୍ଣ୍ଣା ଶାନ୍ତାକାରୀ

ଗିରୀ ତନୟା ହୁଅନ୍ତି ସାହା

କଲ୍ଯାଣମୟୀ ମା'ଭବାନୀ 

ଜୟ ମାଆ ଚତୁର୍ଭୁଜା (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy