STORYMIRROR

Mr.GAGAN BIHARI NAYAK

Drama Tragedy Fantasy

3  

Mr.GAGAN BIHARI NAYAK

Drama Tragedy Fantasy

ଜାଗି ଉଠ

ଜାଗି ଉଠ

1 min
165


ଜାଗି ଉଠ ବୀରପୁତ୍ର

ଭାରତ ମା ଡାକୁଚି ।

ସୀମା ତାର ବାରମ୍ୱାର

ଶତ୍ରୁ ତାର ଲଙ୍ଘୁଚି ।୦।


ହିମାଳୟ ଦେଵ ଭୂମି

ହିଂସା ସେଠି ବଢୁଛି।

ଜାମୁ କାଶ୍ମୀରୀକୁ ଦେଖ 

ଶିରୀ ହୀନା ଦିଶୁଛି ।।


ଧର ଅସ୍ତ୍ର କର ରଣ

ଭାଙ୍ଗି ଶତ୍ରୁ ଟାଣ ପଣ 

ଜବାବ ଦିଅ ଜବାବ ଦିଅ

ଭାରତ ମାତା କହୁଚି l


 

ଅଶୋକଙ୍କ ବୀର ଗାଥା 

ଇତିହାସ ଗାଉଛି ।

ସେଇଦେଶେ ଜନ୍ମ ହୋଇ

ପ୍ରାଣ ବଳି ଦେଉଚି ।

ମାରିବ ମାରିବ ସିଏ

ଅସ୍ତ୍ର ପଣ ନେଇଛି ।।


ପଛ ଘୁଞ୍ଚା ଦେଇନି

ସେ ସଦର୍ପରେ ଲଢିଚି ।

ବିଜୟ ତିଳକ ପିନ୍ଧି

ଯୁଦ୍ଧ ଜିତି ଫେରିଛି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama