STORYMIRROR

Mr.GAGAN BIHARI NAYAK

Romance

4  

Mr.GAGAN BIHARI NAYAK

Romance

ତୁମେ...

ତୁମେ...

1 min
0

ତୋ ଆଖିରେ ନୀଳ ସ୍ବପ୍ନ ଭରା ରାତି ।               ଓଠେ କେତେ ଯୁଗ କଥା।
ନ କହିଲେ କିଛି ବୁଝି ମୁଁ ପାରୁଛି ।
        ସେ ମନର ନିରବତା।0।

 କବରୀରେ ତୋର ମେଘର ମହ୍ଲାର
       କଳା ମେଘି ପାଟ ପିନ୍ଧି।
 ଅଣାୟତ୍ତ ହୋଇ ନାଚୁଛ ଏମିତି ।
        ପାଦରେ ନୁପୁର ବାନ୍ଧି।
 କହି ଦିଅ ଥରେ ସାଇତା ମନରେ ।
       ଅତୀତର ସ୍ମୃତି ଗାଥା (୧)

 ତୋ ମନରେ ମୋତେ ଦେଲେ ଜାଗା ଟିକେ।
      ତୋଳନ୍ତି ଛୋଟିଆ ଘର ।
ସେ ଘର ଅଗଣା ସଜେଇ ଦିଅନ୍ତି
      ଏଇ ଟିକି ହାତେ ମୋର ।
ହସୁଥାନ୍ତା ଜହ୍ନ ତୋର ସେ ଗଭାରେ ।
ତାରା ଫୁଲେ ହୋଇ ଗୁନ୍ଥା (୨)

          ####ଗଗନ####

ଗଗନ ବିହାରୀ ନାୟକ,
ଶୈଳଶ୍ରୀ ବିହାର ଭୁବନେଶ୍ଵର
-୭୫୧୦୨୧ (ଓଡ଼ିଶା)


Rate this content
Log in

Similar oriya poem from Romance