STORYMIRROR

ରୀକ୍ଷିରାମ ମେହେର

Romance Classics Inspirational

4  

ରୀକ୍ଷିରାମ ମେହେର

Romance Classics Inspirational

ପହେଲା ପ୍ୟାର୍

ପହେଲା ପ୍ୟାର୍

1 min
263


ମନର୍ କଥା ମନ୍ ଜାନୁଛେ

                ଆର ଜାନୁଛେ କିଏ,

ଯାହାକେ ମୁଇଁ ଭଲ ପାଇଛେ

                 ନାଇଁ ବୁଝୁଛେ ସିଏ।


ପିଲା ବେଳର ସାଥି କହୁଛେ

             ମୋତେ ପାସ୍ ରି ଦିଅ,

ମୋତେ ଛାଡ଼ି ଆର୍ କାହାକେ

              ତମେ ଗୋ ବିହା ହଅ।


ମୋର ପିନ୍ଧାନୀ ସରିଗଲା

                ଫଗୁନେ ମୋର ବିହା,

ଆଏଜ ଠାନୁଁ ତାର ହେଲି

             ତମେ ଗୋ ଭୁଲି ଜାହା।


ପହେଲା ପ୍ରେମର ସପନ୍

                   ଭୁଲି ନାଇଁ ହେବାର,

ତୁଇ ଛାଡିଦେଲ ଜୀବନ୍

              ହେଲା ମୋର ବେକାର।


ପହେଲା ପହେଲା ସଜନୀ

                   ମିଠା କଥା କହେଲୁ,

ୟାହାଦେ କାଁଏଯେ ସଜନୀ

              ମୋକେ ପାସ୍ ରି ଦେଲୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance