Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Romance

4  

baishnaba meher

Romance

ଅଭିପ୍ସା

ଅଭିପ୍ସା

1 min
264



ତୁମଠୁ କିଛି ପାଇବାର ଆଶା,

ଅବା

ତୁମ ପ୍ରତି ସମର୍ପଣର ଭାବନା;

ଏଇ ମୋର ଭଲ ପାଇବା,

ଅବା

ହେଇପାରେ ମୋ ଦୁର୍ବଳତା । 


ମୋ ଦୁର୍ବଳତା

ମୋ ମନକୁ ଅକ୍ତିଆର କରେ,

ଧୀରେଧୀରେ ଅତୀବ

ମୁଁ ତୁମକୁ ଭଲପାଇ ବସେ । 


ଅଜଣା ଆବେଗରେ

ମୋ ଦେହ ସିଂହରିଉଠେ,

ସ୍ବେଦର ସ୍ରୋତରେ

ମୋ ଦେହ ଭିଜିଯାଏ । 


ମୁଁ ଅଧୁରା

ତୁମ ପ୍ରେମ ବିନା,

ମୋ ପ୍ରେମର

ନାହିଁ କିଛି ସୀମା । 


କହ ପଛେ ମୋ ଚଗଲାମୀ,

ଅବା

କହିପାର ମୋର ମୁର୍ଖତା;

ମୁଁ ଭଲ ପାଏ ତୁମକୁ,

ଏହା ହିଁ ଅଟେ ସତ୍ୟତା । 



Rate this content
Log in

Similar oriya poem from Romance