Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

3  

baishnaba meher

Inspirational

ସମୟ ଓ ସଫଳତା

ସମୟ ଓ ସଫଳତା

1 min
191



ଏଠି ଚାଲେ ଅନେକ ଖେଳ  

କିଏ ଜିତେ କିଏ ହାରେ  

ତେଲ ମାଲିସ୍ ଉପାୟ ବଳେ  

ଅପ୍ରଖର ବି ସଫଳତା ପାଏ l 


ପ୍ରକୃତ କୃତିତ୍ଵ ପାଇବା ପାଇଁ  

ନିଜ ସାମର୍ଥ୍ୟ ଥାଇ ସୁଦ୍ଧା  

ସଫଳତା ପାଇଁ ଲାଗେ ସମୟ  

ଏହା ଅଙ୍ଗେ ନିଭା କଥା l 


ପ୍ରକୃତ କାମ୍ୟ ଲୋକ ଯିଏ  

ତାର ଯଦି ପଦୋନ୍ନତି ହବନି 

ଖଚରକୁ ଘୋଡ଼ା ବନେଇ  

କହିବା କାହିଁ କାମ ହଉନି l 


ସମୟ କହିବ ସଫଳତାର କାହାଣୀ  

ପ୍ରକୃତ ପରିଶ୍ରମ ବୃଥା ଯିବନି 

ଜଣେ ଯଦି ବୁଝୁନି ମୂଲ୍ୟ  

ଅନ୍ୟ କେହି ରହିଥିବ ଅନେଇ l 


ବୁଝି ବିଚାରି କାମ କଲେ  

କଷ୍ଟ ଆସିବ ନାହିଁ କେବେ  

ଯୋଗ୍ୟତମ ବ୍ୟକ୍ତିର ଉତ୍ତରଜୀବିତା  

ଏହାକୁ ମନେ ରଖିବା ସର୍ବେ l 



Rate this content
Log in

Similar oriya poem from Inspirational