Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Fantasy Inspirational Thriller

3  

Mr.GAGAN BIHARI NAYAK

Fantasy Inspirational Thriller

ମୋ'ଦେଶ

ମୋ'ଦେଶ

1 min
106



ଏଇ ମୋ ଦେଶରେ କେତେ ନଦ ନଦୀ 

କେତେ ପାହାଡ଼ର ନାଆଁ

ଏଇମିତି ଏକ ବନ ପାହାଡ଼ର 

ମୋ ପ୍ରିୟ ଛୋଟ ଗାଆଁ ।


ଆକାଶ ଦେଖଇ ତାର ରୂପ ନିତି ।

ମୋ ଗାଁ ନଈ ଜଳେ ।

ପାହାଡି ଝରଣା ହୋଇ ଆନମନା ।

ଗୀତ ଗାଉଥାଏ ଦୁରେ ।

ନୀଳ ନିଳିମାରେ ବନ ସବୁଜିମା।

ରଚେ ପ୍ରକୃତିର ମାୟା ।


ନଇଁ ଆସେ ଯେବେ ସଂଜୁଆ ଆକାଶ 

ଜହ୍ନ ଖୋଜେ ନୀଳ କଇଁ 

ଆକାଶ ସାଥିରେ କଥା ହେବା ପାଇଁ

ଚାହିଁ ଥାଏ ଫଟା ଭୂଇଁ ।

ବାଜୁ ଥାଏ ଘଣ୍ଟା ଶଙ୍ଖ ମନ୍ଦିରରେ

କି ସୁନ୍ଦର ମୋ ଗାଆଁ ।



Rate this content
Log in