STORYMIRROR

Mr.GAGAN BIHARI NAYAK

Classics Fantasy Inspirational

3  

Mr.GAGAN BIHARI NAYAK

Classics Fantasy Inspirational

ମହାମାୟୀ

ମହାମାୟୀ

1 min
157


ମହାମାୟୀ...

ରକ୍ଷାକର ପାପଭରା ମହୀ ।।

ନାହିଁ କାହିଁରେ ବିଶ୍ବାସ ।

ସୃଷ୍ଟି ରଚେ ସର୍ବନାଶ ।

ପ୍ରାଣୀ ଜୀବନରେ ଆଶା ନାହିଁ ।0।


ବୋମାର ଆତଙ୍କ ଦେଖି

ଭୟରେ ଥରୁଛି ଛାତି ।

ଯୁଦ୍ଧ ବିଭୀଷିକା ଦୃଶ୍ଯ

ଶୁଣି ଲାଗୁଛି ଅବଶ

ମଣିଷ ମୁଣ୍ଡରେ ଭରା

ସୃଷ୍ଟି ବିନାଶର ବିଷ

କେମିତି ମିଳିବ ଧରା ତ୍ରାହି(1)


ପାଶ୍ଚାତ୍ଯ ଦେଶ ଯେତେକ

ହୁଅନ୍ତି ଖାଲି ଉତ୍ପାତ ।

ବିଜ୍ଞାନର ଜ୍ଞାନବଳେ

ବଳିୟାର ମହୀ ତଳେ

ହାସଲ କଲେ ଯା ବିଦ୍ଯା

ଦିଏ ଜୀଇଁବାରେ ବାଧା

ଉଦ୍ଧାର କର ମା ତୁମ ମହୀ(2)



Rate this content
Log in

Similar oriya poem from Classics