I'm Tapan and I love to read StoryMirror contents.
ଗାଁ ଦାଣ୍ଡେ ଭିଜି ଭିଜି ଭସାଇ ଥିବା ସେ କାଗଜର ଡଙ୍ଗା ସୁଅ ଧାରେ ଧାରେ ଖୋଜି , ଗାଁ ଦାଣ୍ଡେ ଭିଜି ଭିଜି ଭସାଇ ଥିବା ସେ କାଗଜର ଡଙ୍ଗା ସୁଅ ଧାରେ ଧାରେ ଖୋଜି ,
ଶେଫାଳି ଆୟୁଷେ ନିତିସଞ୍ଜେ ଫୁଟି ରାତିଶେଷେ ଯାଏ ଝରି ଶେଫାଳି ଆୟୁଷେ ନିତିସଞ୍ଜେ ଫୁଟି ରାତିଶେଷେ ଯାଏ ଝରି
ଘଟ ଘଟଣାକୁ କିଏ ବା ଜାଣିବ ପେଟ ପାଟଣାର ଭବେ... ଘଟ ଘଟଣାକୁ କିଏ ବା ଜାଣିବ ପେଟ ପାଟଣାର ଭବେ...
ତୁଠୁ ମାଠିଆକୁ କାଖେଧରି ତୁମେ ରୁଣୁଝୁଣୁ ଶବଦରେ... ତୁଠୁ ମାଠିଆକୁ କାଖେଧରି ତୁମେ ରୁଣୁଝୁଣୁ ଶବଦରେ...
ଜଳିବାରେ ସାଥି ସେ ଯେଉଁ ଆନନ୍ଦ ଆଉବା ହୋଇବ କାହୁଁ ଜଳିବାରେ ସାଥି ସେ ଯେଉଁ ଆନନ୍ଦ ଆଉବା ହୋଇବ କାହୁଁ
ଉଙ୍କି ମାରିଗଲା ଦଗ୍ଧଫଗୁଣଟା ପଳାସରେ ବୋଳି ରଙ୍ଗ ଉଙ୍କି ମାରିଗଲା ଦଗ୍ଧଫଗୁଣଟା ପଳାସରେ ବୋଳି ରଙ୍ଗ
ବିସ୍ମରି ଯାଇନି ସ୍ମରଣେ ଅଛି ମୋ ଏବେବି ସେ ସ୍ମୃତି ତାଜା ବିସ୍ମରି ଯାଇନି ସ୍ମରଣେ ଅଛି ମୋ ଏବେବି ସେ ସ୍ମୃତି ତାଜା
ହସରେ ହସକୁ ଚୋରାଇ ନେଇଛ ହସିବି କିପରି କୁହ ।। ହସରେ ହସକୁ ଚୋରାଇ ନେଇଛ ହସିବି କିପରି କୁହ ।।
ଚାରୁବାଳା ମୋର ଲୀଳା କରେ ଯାହା ହୃଦୟ କନ୍ଦରେ ରହି... ଚାରୁବାଳା ମୋର ଲୀଳା କରେ ଯାହା ହୃଦୟ କନ୍ଦରେ ରହି...
ସପନରେ ଦେଲ କୃଷ୍ଣଚୂଡ଼ାର ରଙ୍ଗ ଅବିର ବୋଳି ଶ୍ରାବଣ ବର୍ଷାରେ ଭିଜିଲେ ବି ଆଜି ଦେହଟା ଯାଉଛି ଜଳି ।। ସପନରେ ଦେଲ କୃଷ୍ଣଚୂଡ଼ାର ରଙ୍ଗ ଅବିର ବୋଳି ଶ୍ରାବଣ ବର୍ଷାରେ ଭିଜିଲେ ବି ଆଜି ଦେହଟା ଯା...