Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ ତୁମକୁ ଭଲପାଏ
ମୁଁ ତୁମକୁ ଭଲପାଏ
★★★★★

© Ranita Swain

Abstract Others

1 Minutes   6.9K    3


Content Ranking

ମୁଁ ତୁମକୁ ଭଲପାଏ କିନ୍ତୁ

କେବେ ତ କହିନି , ତୁମେ ମୋତେ ଭଲପାଓ ବୋଲି

ସର୍ତ୍ତ ରେ କଣ କାହାକୁ ସମ୍ପର୍କରେ ବାନ୍ଧି ହୁଏ

କେବେ ତ ଚାହିଁନି କେଉଁ ପାର୍କରେ ତୁମ ସହ

ସୁନେଲି ସଞ୍ଜଟିଏ କି,

ପୂନେଇଁ ଜହ୍ନ ତଳେ ତୁମ ପାଖେ ରାତି ଟିଏ, ଅବା

ସକାଳୁ ସକାଳୁ ତୁମ ସହ ଗରମ୍ ଚା ର କପ୍ ଟିଏ,

କେବଳ କଳ୍ପନାରେ ମୁଁ ତୁମ ସହ ହଜେ ଭିଜେ,

ତୁମକୁ ମନ ଭରି ଭଲପାଏ,

ମୁଁ ତୁମକୁ କାଳେ ପାଇଯିବି ସେଥିପାଇଁ ଡରେ

କାରଣ ପାଇଗଲା ପରେ ହରେଇବାର ଭୟ

ମୋତେ ବ୍ୟସ୍ତ କରେ

ସତରେ ସେଥିପାଇଁ ବୋଧେ ତୁମେ ଏତେ ଆପଣାର,,,

ଆଉ ସେଇ ଆପଣାର ପଣରେ ମୁଁ ଏତିକି ବିଭୋର,,।


ରନିତା

ତୁମେ ସମ୍ପର୍କ ଭଲପାଏ

Rate the content


Originality
Flow
Language
Cover design

Comments

Post


Some text some message..