STORYMIRROR

Ranita Swain

Others

2  

Ranita Swain

Others

ସେଦିନ ବି ସିନ୍ଦୂରା ଫାଟିଥିଲା

ସେଦିନ ବି ସିନ୍ଦୂରା ଫାଟିଥିଲା

1 min
13.6K


ସେଦିନ ବି ସିନ୍ଦୂରା ଫାଟିଥିଲା

ସକାଳ ହୋଇଥିଲା

କିନ୍ତୁ କାହିଁକି କେଜାଣି କିଛି ଭଲ ଲାଗୁ ନଥିଲା

ସମୟ ଦଉଡୁଥିଲା ଅଣନିଶ୍ଵାସୀ ହୋଇ

ତା ସହ ଉଛ୍ଛନ୍ନିଆ ମନଟା ବି ତାଳ ଦେଇ

ଝାଳନାଳ ଆଣ୍ଠିଏ

କିଛି ବିଗିଡି ଯିବାର ଭୟ ରେ ଜୁଡୁବୁଡୁ ମନ,

ହେବାକୁ କିଏ ବା ଅଟକେଇ ପାରିବ

ହେଲା ଯାହା ହେବାର ଥିଲା

ଲୁହ ହାରିଗଲା

ବହିଗଲା ବାଡ ବତା ଭାଙ୍ଗି

ଭଲ ପାଇବା କ’ଣ ସତରେ ହାରିପାରେ,,?

ବିଦାୟ ବେଳେ ଦୁଇ ମିନିଟ୍ ହେଉ ପଛେ ମିଳନର ସେଇ

ଅପୂର୍ବ ମୁହୂର୍ତ୍ତ,,,ଆଃ,,,କି ମିଠା

ମନଟିକେ ଥୟ ଧରିଲା

ସଞ୍ଜ ହେଲା ଫେସବୁକର ଷ୍ଟାଟସ୍

ମିସିଙ୍ଗ୍ ସମ୍ ଓ୍ବାନ ଭେରି ବ୍ୟାଡଲି,,,ସହ।

ରନିତା


Rate this content
Log in