STORYMIRROR

Ranita Swain

Romance

2  

Ranita Swain

Romance

ଜାଣିନି ତୁମେ କିଏ?

ଜାଣିନି ତୁମେ କିଏ?

1 min
13.8K


ଜାଣିନି ତୁମେ କିଏ?

କିନ୍ତୁ ତୁମକୁ ପ୍ରତି ମୂହୁର୍ତ୍ତରେ ଅନୂଭବ କରେ

ପ୍ରେମ କରେ

ତୁମ ପାଇଁ ଲୁହ ଝରି ଆସେ

ଖିଲି ଖିଲି ହସେ ||


ଉଦାସ ଆଖିରେ ଦିଗବଳୟ କୁ ଚାହିଁ ଦେଲେ ଥରେ

ତୁମେ କେଉଁଠି ଥାଅ କେଜାଣି

ବଜେଇ ଦିଅ...ସେଇ ସୁମଧୁର ସୂର

ହଜି ଯାଏ, ଭିଜି ଯାଏ...ମୁଁ

ସତରେ ତୁମେ ମୋ ଭିତରେ ଥିବା ବିଶ୍ବାସ ନା ଆଉ କଛି

ତୁମେ ମୋ ଆଶା

ମୋ ଭରଷା ||


ମୋତେ ଲାଗେ ନା ମୁଁ ତୁମ ବିନା

ନା ତୁମେ ମୋ ବିନା....... ||


ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance