STORYMIRROR

Ranita Swain

Others

2  

Ranita Swain

Others

କାହିଁକି କେଜାଣି

କାହିଁକି କେଜାଣି

1 min
13.6K


କାହିଁକି କେଜାଣି

ମନ ହେଲା ବାଟବଣା

ହଜେଇଲା ଠିକଣା

ସେମିତି କିଛି ଖାସ୍ ନଥିଲା ତ

ଏଇ କେଇ ଦିନର କିଛି ଏଣୁ ତେଣୁ ମୂହୁର୍ତ୍ତ

ତୁମ ସହ

ମନରେ ଏକ ସମ୍ପର୍କର ରଙ୍ଗ ବୋଳିଦେଲା

ତୁମେ ଖାସ୍ ହୋଇଗଲ

ତୁମ ପାଇଁ ମୋ ପୂଜାଘରେ ଦୀପ ଜଳିଲା

ତୁମ ପାଇଁ ଶୁଭ ମନାସିଲି

ଏତିକି କଣ ମନ ବାଟବଣା ହେବାକୁ ଯଥେଷ୍ଟ ନୁହେଁ କି,,,?


ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍