STORYMIRROR

Ranita Swain

Inspirational

2  

Ranita Swain

Inspirational

କବିତା ଦିବସର ଅଭିନନ୍ଦନ

କବିତା ଦିବସର ଅଭିନନ୍ଦନ

1 min
2.2K


ସତରେ ଜୀବନଟା ତ ଏକ କବିତା

ସୁଖ...ଦୁଃଖ...ହସ...ଲୁହ...ମାନ ଅଭିମାନ,

ଏ ସବୁ ସୁନ୍ଦର ସୁନ୍ଦର ଶବ୍ଦ ମାନେ

ଏମାନଙ୍କୁ ନେଇ ମଣିଷ

ଲେଖିଯାଏ କେତେ କଣ କବିତା ||


କିଛି ପଢି ହୁଏ

ଆଉ କିଛି ଛାତି ତଳେ ଲୁଚି ଯାଏ

କିଛି ଅନ୍ୟ ମାନଙ୍କୁ ବିଭୋର କରେ

ଆଉ କିଛି କେବଳ ନିଜକୁ

ଆଃ,,,କି ଆନନ୍ଦ ସେ କବିତାରେ ହଜି ଯିବାରେ।



ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational