STORYMIRROR

Manaswinee Dash

Fantasy

3  

Manaswinee Dash

Fantasy

ଖୁସି, ଯନ୍ତ୍ରଣା ଓ ବିସ୍ମୟ

ଖୁସି, ଯନ୍ତ୍ରଣା ଓ ବିସ୍ମୟ

1 min
218


କବିତା ରଚନାର ତିନି ବ୍ରୁହତ୍ ସୋପାନ ଖୁସି, ଯନ୍ତ୍ରଣା ଓ ବିସ୍ମୟ, 

କେବେ ବର୍ଣ୍ଣନା କରେ କଳ୍ପନା ତ ପୁଣି ବାସ୍ତବିକତା ଅଟେ ତାର ଅଭିପ୍ରାୟ। 


ହ୍ରୁଦ୍ ଭାବନାକୁ ଶବ୍ଦରେ କରି ଅଳଂକୃତ କବିତା ଫୁଲ ହୁଏ ପ୍ରସ୍ଫୁଟିତ, 

ଖୁସି ,ଯନ୍ତ୍ରଣା ହଉବା ବିସ୍ମୟ ସମାଜ ଆଗରେ ହୁଏ ଉପସ୍ଥାପିତ। 


ଚିରସ୍ରୋତା ନଇ ପରି କବିତା ଚାଲେ ବହି ବହି, 

ଝଡ, ଝଂଜା ସବୁ କୁ ନକରି ଭ୍ରୁକ୍ଷେପ ଚାଲେ ସେ ରହ ରହି। 


ପ୍ରତିଟି ଭାବନା ର ଥାଏ ନିଜସ୍ବ ଦ୍ରୁଦୟ ର ଛାପ, 

ପଦ୍ୟ ବା ପଦ୍ୟାଂଶ ର ତ ସେ ଚିର ସ୍ବରୁପ। 



କବିତା କହିଚାଲେ ହ୍ରୁଦୟର ଅକୁହା କଥା, 

ଉଲ୍ଲସିତ ମନ ଵହେଇଦିଏ କବିତା ଚିରସ୍ରୋତା । 


ଯନ୍ତ୍ରଣା କୁ କରି ହ୍ରୁଦବୋଧ, ଯା କବିତା ହୁଏ ରଚିତ, 

ବିସ୍ମୟ ପୁଣି କରେ ଉଲ୍ଲସିତଉଲ୍ଲସିତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy