Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Horror

3  

Prafulla Kumar Tripathy

Horror

ଝିଟିପିଟି

ଝିଟିପିଟି

1 min
119


କିଏ ବୁଝୁଛି କାହାକଥା

ତାହା ସମୟ ହିଁ କହିବ

ଟିକ ଟିକ ନା ଠିକ ଠିକ

ଗୋଟିଏ ତାର ପାଇଁ

ଆଉ ଗୋଟେ ଆମରି ପାଇଁ

କିଏ ବୁଝୁଛି କାହା କଥା ?

କାହାରି ଭିତରେ କିଏ ଅଛି

ଟିକ ଟିକ ଭିତରେ ଠିକ ଠିକ

ନା ଠିକ ଠିକ ଭିତରେ ଠିକ

ସେ ଜୀବଟି ବୁଝୁ ବା ନବୁଝୁ

ଆମେ ଅନୁମାନ କରି

ଆମେ ବୁଝିଥାଉ ।

ଠିକ ଠିକ ଟିକ ଟିକ 

ନ ହୋଇ ପାରେ ବି

ଟିକ ଟିକ ହିଁ ସବୁବେଳେ

ଝିଟିପିଟିଟି ଠିକ କହେ ା


Rate this content
Log in

Similar oriya poem from Horror