Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Classics

4  

Prafulla Kumar Tripathy

Classics

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
213


ଆଜିପରା ସତସ୍ତରି ତମ

ଅଗଷ୍ଟ ପନ୍ଦର

ଆଉ ଆମକୁ ଭୟ ନାହିଁ

ଭ୍ରାନ୍ତି ନାହିଁ ଜମା

ଏହା ଏକ କ୍ରାନ୍ତିର ସ୍ବାକ୍ଷର ।

ଦେଖ ଦେଖ ମୋ ଭାଇ,ଭଉଣୀ

ଫର ଫର ଉଡୁଛି ତ୍ରିରଙ୍ଗା ଆଜି

ଏକ କମନିୟ ବେଶରେ

ସହରଠୁ ଗଳିକନ୍ଦି ଉଡୁଅଛି ସ୍ବଗର୍ବରେ

ଦେଖ ଦେଖ ତାର ଦୃପ୍ତ ହସ ।

ଆଜି ଆକାଶରେ ମାଳ ମାଳ ମେଘ

ଆଜି ପବନର ସୁରଭିତ ହସ

ଆଜି ହୃଦୟର ଏ କି ଉଲ୍ଳାସ

ଆଜି ଖସିପଡୁ କିଛି ଶାଣିତ ଶଦ୍ଦ ।

ସବୁ ବୋମା ଓ ବନ୍ଧୁକ

ସୁବୁ ଘୃଣା ଓ ଅବିଶ୍ବାସ

ସବୁ ସନ୍ତ୍ରାସର ବିଷମନ୍ତ୍ର 

ଗାଇଉଠ ସମସ୍ତେ ଗୋଟିଏ କଣ୍ଠରେ

ଜନଗଣ ମନ ଅଧିନାୟକ ଜୟହେ

ଭାରତ ଭାଗ୍ୟ ବିଧାତା ।।



Rate this content
Log in

Similar oriya poem from Classics