ସୃଷ୍ଟି ମୁହୂର୍ତିସଂଜୟ କୁମାର ତ୍ର
ସୃଷ୍ଟି ମୁହୂର୍ତିସଂଜୟ କୁମାର ତ୍ର
ଆଉ କ୍ଷଣକ ପୁହୂଟିଏ ପାଇଁ ମୋତେ ଅଭିଭୂତ ରହିବାକୁ ଦିଅ
ତା ପରେ ମୁଁ ସକାଇ ରଖିଥିବା ଜ୍ୟୋତିଶିଖା ପାଖକୁ
ତୁମେ କି ଶୀତ, ତେଜସ୍ଵୀ ଭାବରେ ଚାଲିଆସ ।
ଆଉ କ୍ଷଣଟିଏ
ସୃଷ୍ଟିର ମୁହୂର୍ତି କେବେ ବି ଇଂବା ହୋଇ ନ ପାରେ ।
ସୃଷ୍ଟି- ଅନବରତ ଗତିଶୀଳ ମୁହୂର୍ତ ମାନଂକର ଏକ ଓଏସିସ୍
ଚିରକ୍ଷର ସୁରଭୀର ପରୀକ୍ଷାର ବେଳା
କାହିଁକି ନା ମୁହୂର୍ତ ମାନଂକର ବି କିଛି ଆବଶ୍ୟକତା ଥାଏ
ହୀମଶୀତଳ ନୀଭବ ମୁହୂର୍ତି ଠାରୁ ବଜ୍ରଘୋଷିତ ଦ୍ଵୟଂବର ସଭା
ମୁହୂର୍ତ ର ବା’ କଣ ଥାଏ ଏ କରୋନା କାଳରେ
ଏ ତ ଆତ୍ମଗୋପନର ମୁହୂର୍ତ-ଦୂରତ୍ବ ବିସ୍ତାରିବାର ମୁହୂର୍ତ
ବିଶୋଧନର ମୁହୂର୍ତ-ଭାଗ୍ୟବାନ ମୁଖାର ମୁହୂର୍ତି
ମହୂତ୍ର ମାନଂକର ଆଭାସ- ବିଦାଭାଷ
ଦେହ ମାନକର ଆଭାସ- ଦେହଳୀ
ଦେହରୁ ଖସି ପଡିଥିବା ଛାଇ- ବିଦେହୀ
ଏ ସବୁ ଶବ୍ଦ ମାନଂକର ଫଢୁଆସୀ ଆକ୍ରମଣରେ
ମୋହନ ଚୁପ୍ ଚାପ୍ ବସିଛି ନ ଖାଇ, ନ ପିଇ
ଖାଇବ କ’ଣ ? ବା ପିଇବ କ’ଣ ?
ଶବ୍ଦର ବାଦଲଟି ଅପସରି ଗଲା ପରେ
ସ୍ଵଚ୍ଛ ଆକାଶ- ଖୋଲା ବାତାବରଣ
ଶବ୍ଦର ସ୍ଵୟଂବର ପରେ ଅଚାନକ ବୃହମ୍ମଳା
ଏକ ବର୍ଷାଭିଜା ରାତିରେ
କରୋନା ସଂପର୍କିତ ଖବର ଦେଖୁ ଦେଖୁ
ଭୀବତରାଳେ କରୋନା ପ୍ରେମରେ ପଡିଗଲି ମୁଁ
ଭାବିଲି- କରୋନାକୁ ଆଶଂଗି ଦେଇ ଅକ୍ଟୋପସୀ
ବାହୁବଧନରେ- ଶତଧା ବିଦୀର୍ଣ୍ଣ କରି ଦେବି ମୁଁ
ନିଜେ ମରି ମଣିଷ ଜାତିକୁ ବଂଚାଇବେବି ଏ ମହାମାରି କବଳରୁ
“ ରାତି ସାରା ଖରା ଓ ଦିନତମାମ୍ ତାରା ଗଣିବାର
ଅହୋଇଗ୍ୟରୁ କେମିତ ବା ବାଦ୍ ପଡିଥିବା
ସବୁବେଳେ ଲିଫ୍ଟ ମାଗୁଥିବା ବ୍ୟରି ଟି କିଂବା
ଭିତରେ ହଜିଯାଇଥିବା ମଣିଷଟି”
ନିକର ପରିଚୟ ଖୋଜି କାଉଁରୀ ରାଇକ
ପହଂଚିଥିବା ପଥଚ୍ଛାତ-ଶ୍ରମିକର ଇଂଡି
ଅପନୋଦନ ଓ ତୃଷ୍ଣା ନିବାରଣ ପାଇଁ
କାହିଁ ସେ ମନମୋହିନୀ ମୌସୁମୀସି ପ୍ରିୟା ?
