STORYMIRROR

Sanjya Tripathy

Classics

3  

Sanjya Tripathy

Classics

ପହିଲି ବର୍ଷାର ପୁଲକ

ପହିଲି ବର୍ଷାର ପୁଲକ

1 min
27


ବର୍ଷର ପ୍ରଥମ ବର୍ଷାରେ ରିମ୍ ଝିମ୍ ଙ୍ଗୁଳନ ଓ ଗୂଳରଣ ଚପଳା, ଚଳଚଂଚଳା ବନ୍ୟା ମୟୂରୀର ନୃତ୍ୟ ପୁଲକି ଜନତା- ହର୍ଷିତ ବନ୍ୟପ୍ରାଣୀଗଣ ନିଦାଘ ଖରାରେ ବିରାମ ଚିହ୍ନ ଏ ବର୍ଷାକୁ ଭିଜି ଭିଳି ଉପଭୋଗ କରିହୁଏ ଝର୍କୀ ଏ ପାଖରେ ଠିଆ ହୋଇ ବର୍ଷାପାତ ଦେଖିବାର ସମୟ ନୁହେଁ ଏଟା ଆଷାଢର ଆସାବରୀ ଆଜି ଗାଉଛି ହର୍ଷେ(ଲ୍ଲାସର ଗୀତ ଙଦ୍ରାଳସୀ ମଦାଳସୀ ପ୍ରିୟାର ଆକାଂକ୍ଷିତ ଆମଂତ୍ରଣରେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics