ସପନ ବିହୀନ ଦିନ ଓ ରାତି, ଖେଳିବାକୁ କେବେ ଖୋଜିନି ସାଥୀ ।
ଆରମ୍ଭ କଲି ମନ୍ତ୍ର ପଢ଼ିବା ଧରି ରୁଦ୍ରାକ୍ଷ ମାଳ,
କୃଷକର ଦୁଃଖ
କ୍ରୋଡଗତ ଆଖି, ନାହିଁ ଜୀବନର ରାହା ଶୋଇଯାଏ ତୁନି ହୋଇ ବୁଭୁକ୍ଷୁର ପେଟ
ମାଟିରେ ମିଶି ଯାଏ ଅବୟବ କଙ୍କାଳଟା ଖାଲି ମାଟିକୁ ଖତେଇ ହୁଏ ଗଳା ଖଙ୍କାରି ...
ଛାଇ ହୋଇ ବୁଲେ ଅତୃପ୍ତ ଆତ୍ମାଟା, ବଇରିର କରେ ନାଶ । ଅନ୍ୟ ଶରୀରରେ ପ୍ରବେଶ କରିକି, ବଇରିର କରେ ଶେଷ ।।
ପାଇଲିନି ସଠିକତା ସେ ରାତିରେ ସପନ ଭାଙ୍ଗିଲା ଭୟର କମ୍ପରେ।।
ଶୁଣ ଆରେ ନାତି ସଞ୍ଜ ଗଡି ରାତି ହୁଅନ୍ତେ ଧରିଣ ପିଲା ନିଆଁ ହୁଳା କାଢି....
ମୁଁ ତାଙ୍କ ପାଇଁ କିଛି ବି ରଖିନଥିଲି ସେଥିପାଇଁ ସେମାନେ- ମୋ ବିଛଣାରୁ ଚାଖଣ୍ଡେ ମାପି ଠିଆହେଲେ।
ସୁଖର ସଂସାର ଉଜାଡି ଦେଲି ତମାଖୁ ସେବନ କରି ଅମୁଲ୍ୟ ସମ୍ପଦ ମୋର ପରିବାର...
ଭାୟାତୁର ହୋଇ କମ୍ବଳ ଯାବୁଡି ମୁହଁମାଡ଼ି ଶୋଇ ଯାଆ , ଭୂତ ପ୍ରେତଆତ୍ମା କରିବେନି କ୍ଷମା ଲିଭି ଯିବ ନାଁଆଗାଁଆ ।
ହେଇ ଦେଖ ଦାଦନ ର ଜୀବନ ଗୁଡ଼ିକ ଘରମୁହାଁ ହେଲେଣି, ହେଲେ ଘର ଯେ ତାଙ୍କ ପାଇଁ ମନା !
ଅନ୍ଧାର ରାତି ରେ ଛୋଟ ଶବ୍ଦ ରୁ ବେ ଲାଗେ ଭୟ, ସମସ୍ତେ ଖୋଜନ୍ତି ଏହି ସମୟ ରେ ଭକ୍ତ ହନୁମାନଙ୍କ ଅଭୟ
ଦିନରେ ବି ଲୋକ ଯିବକୁ ଭୟ କରେ, ମଶାଣୀକୁ ଲାଗିସେ ବରଗଛ ସତେକି ଭୂତଙ୍କର ସଭାସ୍ଥଳ,
ଏଠି ତ ପାତାଳରୁ ଅନ୍ତରୀକ୍ଷ ପୂର୍ବରୁ ପଶ୍ଚିମ ଆଉ ପ୍ରାପ୍ତିରୁ ଅପ୍ରାପ୍ତି ଯାଏଁ ନିରାଶାର ଲାଞ୍ଜ ଲମ୍ବେ ଫଟାଇ ପାଚେରୀ ,
ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏ ଦିନେ ଯମ ସହ କରେ ଦେଖା।
ଉନ୍ମୁକ୍ତ କେଶ ଛିଣ୍ଡା କମ୍ବଳ ଶରୀର ସାରା ପାଉଁଶ ବୋଳି ଶେଷମୁଣ୍ଡ ଏଇ କାଳ ମଶାଣିରେ...
ମୋ ଯନ୍ତ୍ରଣା ଜର୍ଜରିତ ଭବିଷ୍ୟତ ଦର୍ପଣ ଭାଙ୍ଗିଗଲେ ସେସବୁ ବି ଅଛୁଆଁ ହେଇଯିବ ସମସ୍ତଙ୍କ ପାଇଁ
କାଟିଛି ବହୁ ରାତ୍ରୀ ଏକାନ୍ତରେ ଉଜାଗରେ ଅବା ଉତ୍କଣ୍ଠାରେ ବନବିଭାଗର ନିକାଞ୍ଚନ ନିର୍ଜ୍ଜନ ନିରୋଳା ଡ଼
ହିଂସା ଦ୍ୱେଷ ମିଛ ମାୟା ପଛେ ପଡ଼ି ଘାଣ୍ଟିହୁଏ ମିଛ ମରୀଚିକାରେ