Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Abstract Drama Horror

4  

Sameer Kanhar

Abstract Drama Horror

ସମୟ ବଡ଼ ଦୁଷ୍ଟ

ସମୟ ବଡ଼ ଦୁଷ୍ଟ

1 min
213


ଏ ସମୟ ବଡ଼ ଦୁଷ୍ଟରେ ସାଙ୍ଗ ଏ ସମୟ ବଡ଼ ଦୁଷ୍ଟ,         

ମାପି ଚୁପି କରି ବାଟ ଚାଲୁଥିବୁ ନହେଲେ ପାଇବୁ କଷ୍ଟ ।

ସବୁ ଦେଖିବା ସବୁ ଶୁଣୁଥିବା ନା କହିବୁ କିଛି କାହାକୁରେ,    

ଗୋଟି ଗୋଟି କରି ସାଇତି ରଖିବୁ ତୋ ହୃଦୟ ଫୋରୁଆରେ ।

ମିଛେ ଚାଲିଅଛି ଆଜି ଏ ସାମ୍ରାଜ୍ୟ ମାୟାରେ ପଡ଼ିଛି ଛନ୍ଦି

ମାୟାବୀ ଶାସକ ହାତେ ସତ୍ୟ ଆଜି ରହିଛି ହୋଇ ବନ୍ଦୀ ।

ମଣିଷ ପଣିଆ ମରି ମରି ଯାଏ ପଶୁର ଅସ୍ଫଳାନ,          

ବଡେ ଦିନୁ ଦିନେ ଶୋଷଣ କଷଣ ଲୁଣ୍ଠନ ଓ ଅତ୍ୟାଚାର ।


Rate this content
Log in

Similar oriya poem from Abstract