ଲାଗେ ଅତି ଖୁସି
ଲାଗେ ଅତି ଖୁସି
ଆନନ୍ଦ ଅପାର ହୁଏ ମ ନ ରେ
ସତେ କି ଏହା ନୂଆ ଯୁ ଗ ରେ
ଅମୃତ ସମୟ କୁହେ ଜ ନ ରେ
କ୍ରୀତି ବିଶ୍ବାସର ଗୁଞ୍ଜେ ବିଶ୍ବରେ
ହରଷିତ ମନ
ଆ ସି ଅ ଛି କିବା ସତ୍ୟର ଦିନ ।
ଆଜି ସୁ ସ ଜ୍ଜି ତ ଆମ ଦେଶତ
ଚ ତୁ ର୍ଦ୍ଦି ଗ ଗୁଞ୍ଜେ ତାର ମହତ୍ତ୍ଵ
ସତ୍ୟ ଅହିଂସାର ମନ୍ତ୍ରେ ଭାରତ
ନୂଆ ଇ ତି ହା ସ ହୁଏ ନି ର୍ମି ତ
ଅନ୍ୟାୟ ଦମନ
ନୂଆ ଆ ବି ଷ୍କା ର କରନ୍ତି ଜନ ।
ଲେଖେ ଭାରତ ବିକାଶ ଗାଥା
ବ୍ରହ୍ମାଣ୍ଡେ ଗୁଞ୍ଜୁଛି ଭାରତ କଥା
ଉଚ୍ଚ ହେଉ ଅଛି ଆ ମ ରି ମଥା
ରାମରାଜ୍ୟ ପରି ଶାସନ ଯଥା
ସୁଯୋଗ୍ୟ ସନ୍ତାନ
ଦେଶେ ଆଣନ୍ତି ମାନ ସମ୍ମାନ ।
ଏ ଦେଶ ମହାନ ବଢୁଛି ମାନ
ସଂସ୍କୃତି ଆମର ଦିଏ ସମ୍ମାନ
<p>କୃଷ୍ଣ ରାମ ଜଗା କରେ ଗୁଞ୍ଜନ
ଭକ୍ତିର ବହୁଛି ଏଠି ପ ବ ନ
ଶାନ୍ତିର ସନ୍ଦେଶ
ଦେଉଛି ବିଶ୍ବକୁ ହୋଇ ହରଷ ।
ଯୁବା ଓ ଯୁବତୀ କର୍ମେ ଜଡ଼ିତ
ଆତ୍ମନିର୍ଭର ଟି ଏବେ ସ ବୁ ତ
ଆତ୍ମବିଶ୍ବାର ମନ୍ତ୍ର ଅ ଙ୍କୁ ରି ତ
ଅଭାବ ଜନିତ ନାହିଁ ଏବେତ
ଅମୃତ ଏ କାଳ
ନୂଆ ଭାରତରେ ସବୁ ସରଳ ।
ଗାଆଁ ରୁ ସହର ଏ ଡି ଜି ଟା ଲ୍
ଭ୍ରଷ୍ଟାଚାରୀ ହୁଏ କେତେ ବିକଳ
ଆତଙ୍କବାଦୀ ଙ୍କ ଏ ଯୁଗ କାଳ
ଗୁଣ୍ଡା ହୁଏ ଆଜି କେତେ ଆକୁଳ
ସତ୍ତାର ପାଇଁ ଟି
ହୁଏରାଜନେତା କେତେବ୍ୟାକୁଳ ।
ସତ୍ୟ ଅହିଂସାର ବା ବହୁ ଅଛି
ତ୍ୟାଗ ବଳିଦାନ ଦେଶେ ଦିଶୁଛି
ସନାତ ମନ ଧର୍ମ ବିଶ୍ବେ ଗୁଞ୍ଜୁଛି
ପ୍ରଭୁ ରା ମ ଙ୍କ ର କ୍ରୀତି ଗାଉଛି
ହନୁମାନ ରାବ୍
ପ୍ରେମ ପ୍ରୀତି ଶ୍ରଦ୍ଧା ଶୁଭୁଛି ଭାବ ।