Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଲାଗେ ଅତି ଖୁସି

ଲାଗେ ଅତି ଖୁସି

1 min
215


ଆନନ୍ଦ  ଅପାର ହୁଏ ମ ନ ରେ

ସତେ କି ଏହା ନୂଆ ଯୁ ଗ ରେ

ଅମୃତ ସମୟ କୁହେ ଜ ନ ରେ

କ୍ରୀତି ବିଶ୍ବାସର ଗୁଞ୍ଜେ ବିଶ୍ବରେ 

      ହରଷିତ ମନ

ଆ ସି ଅ ଛି କିବା ସତ୍ୟର ଦିନ ।


ଆଜି ସୁ ସ ଜ୍ଜି ତ ଆମ ଦେଶତ

ଚ ତୁ ର୍ଦ୍ଦି ଗ ଗୁଞ୍ଜେ ତାର ମହତ୍ତ୍ଵ

ସତ୍ୟ ଅହିଂସାର ମନ୍ତ୍ରେ ଭାରତ 

ନୂଆ ଇ ତି ହା ସ ହୁଏ ନି ର୍ମି ତ

     ଅନ୍ୟାୟ ଦମନ

ନୂଆ ଆ ବି ଷ୍କା ର କରନ୍ତି ଜନ ।


ଲେଖେ ଭାରତ ବିକାଶ ଗାଥା

ବ୍ରହ୍ମାଣ୍ଡେ ଗୁଞ୍ଜୁଛି ଭାରତ କଥା

ଉଚ୍ଚ ହେଉ ଅଛି ଆ ମ ରି ମଥା

ରାମରାଜ୍ୟ ପରି ଶାସନ ଯଥା

    ସୁଯୋଗ୍ୟ ସନ୍ତାନ 

ଦେଶେ ଆଣନ୍ତି ମାନ ସମ୍ମାନ ।


ଏ ଦେଶ ମହାନ ବଢୁଛି ମାନ

ସଂସ୍କୃତି ଆମର ଦିଏ ସମ୍ମାନ

କୃଷ୍ଣ ରାମ ଜଗା କରେ ଗୁଞ୍ଜନ

ଭକ୍ତିର ବହୁଛି ଏଠି ପ ବ ନ

    ଶାନ୍ତିର ସନ୍ଦେଶ

ଦେଉଛି ବିଶ୍ବକୁ ହୋଇ ହରଷ ।


ଯୁବା ଓ ଯୁବତୀ କର୍ମେ ଜଡ଼ିତ

ଆତ୍ମନିର୍ଭର ଟି ଏବେ ସ ବୁ ତ 

ଆତ୍ମବିଶ୍ବାର ମନ୍ତ୍ର ଅ ଙ୍କୁ ରି ତ 

ଅଭାବ ଜନିତ ନାହିଁ ଏବେତ

    ଅମୃତ ଏ କାଳ

ନୂଆ ଭାରତରେ ସବୁ ସରଳ ।


ଗାଆଁ ରୁ ସହର ଏ ଡି ଜି ଟା ଲ୍

ଭ୍ରଷ୍ଟାଚାରୀ ହୁଏ କେତେ ବିକଳ

ଆତଙ୍କବାଦୀ ଙ୍କ ଏ ଯୁଗ କାଳ

ଗୁଣ୍ଡା ହୁଏ ଆଜି କେତେ ଆକୁଳ

    ସତ୍ତାର ପାଇଁ ଟି

ହୁଏରାଜନେତା କେତେବ୍ୟାକୁଳ ।


ସତ୍ୟ ଅହିଂସାର ବା ବହୁ ଅଛି

ତ୍ୟାଗ ବଳିଦାନ ଦେଶେ ଦିଶୁଛି 

ସନାତ ମନ ଧର୍ମ ବିଶ୍ବେ ଗୁଞ୍ଜୁଛି

ପ୍ରଭୁ ରା ମ ଙ୍କ ର କ୍ରୀତି ଗାଉଛି

    ହନୁମାନ ରାବ୍

ପ୍ରେମ ପ୍ରୀତି ଶ୍ରଦ୍ଧା ଶୁଭୁଛି ଭାବ ।


Rate this content
Log in

Similar oriya poem from Abstract