STORYMIRROR

Sameer Kanhar

Drama Romance Classics

2  

Sameer Kanhar

Drama Romance Classics

ପ୍ରେମ ପକ୍ଷୀ

ପ୍ରେମ ପକ୍ଷୀ

1 min
122

ମୋ ମୁଁହ ଚାହିଁଲେ ତୋ ମୁଁହ ଦିଶେ,                  

ମୋ କଥା ଭାବିଲେ ତୋ କଥା ଆସେ ।                

ମୋ ମନରୁ ତୁ ଉଡା ପକ୍ଷୀ ତୋ ମନର ମୁଁ ରୂପସୀ,         

ମୋ ସପନର ତୁ ରାଜକୁମାରୀ ତୋ ସପନ ର ମୁଁ ଅସୁମାରୀ ।      

ମୋ ହୃଦୟ ଘରେ ତୁ ବାସ କରିଛୁ ହୃଦୟ ମୋର ଭଲ ପାଇଛି ତତେ, ମୋ ପ୍ରେମ ଚଡେଇ ଡେଣା ମେଲାଇ ଖାଜେରେ ତତେ ।

       

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama