ପରୀକ୍ଷା
ପରୀକ୍ଷା


ପାରବସୁ ଥିଲେ ଧର୍ମ ନିଷ୍ଠା ରହୁଥିଲେ ଗୁରୁକୂଳରେ , ଜନ୍ୟ ଜିଜ୍ଞାସା ଡାକି ନେଇଥିଲେ ଲକ୍ଷ ନନ୍ମୀ ବେଶା ଘରେ ।
ଗୁରୁକୁଳ ଆସି କହିଲେ ଶିଷ୍ୟ ସ୍ତଦ ଦେବଦର , ଗୁରୁ ଦେବଧର ନିର୍ଦେଶକୁ ତାଙ୍କୁ ପ୍ରୟାସ ତୁମୁ କର ।
ତରଳ ସୁବର୍ଣ୍ଣ କରି ତୁମକୁ ଖାଲି ପାଦେ ଯିବ କାଶୀ, ଗଙ୍ଗା ଜଳ ତୁମେ ପାନ ହିଁ କରିବ ଗଙ୍ଗା କୂଳେ ବସି ବସି ।
ଗୁରୁକୁଳ ଶ୍ରେଷ୍ଟ ବାର୍ତୁମୂଜ ତହିଁ କରିଥିଲେ ଅନୁରୋଧ , ପରା ବସୁ ଅଟେ ପୂର୍ଣ୍ଣ ନିଷ୍କଳଙ୍କ କରି ନାହିଁ ଅପରାଧ ।
ବାଇଶି ବରଷେ ଲକ୍ଷକ ଡକାଅ ଚଉଦବର୍ଷ ପରବସୁ, ଦୁହିଁଙ୍କ ଭିତରେ ବିବ୍ୟହର ଦେଖି ଉଦ୍ଧରିବ ସର୍ବନାଶ।