STORYMIRROR

Sameer Kanhar

Abstract

3  

Sameer Kanhar

Abstract

ସମୟ

ସମୟ

1 min
167

ଏବେ ସମୟ କୁ ଦେଖିଲେ ମନେ ସବୁ ମିଛ..

ସମୟ ଖେଳ ସ୍ବର୍ଗ, ମୁକ୍ତି, ନିର୍ବାଣ

କାମନା ବିନାଶ ରେ ଦୁଃଖର ବିନାଶ ।

ସମୟ ଏଇ କେଉଁ ଷଡ଼ଯନ୍ତ୍ର

ଉତ୍ପାତ ବିତ୍ପାତ ତିମିର ଅନ୍ଧାରେ ।

ପ୍ରାଣ ଚଟାପ ହୁଏ ମନରୁ ମଶାଣି ଯାଏ

ବିଶ୍ଵାସର ବିସ୍ମୟ ଯାଏଁ ।

ଏବେ ସମସ୍ତେ ପର, ଆପଣାମାନେ ଦୂରରେ

ଶ୍ମଶାନ ଅଛୁଆଁ ନୁହେଁ ମଣିଷ ଅଛୁଆଁ ।

ସମୟ ଏଇ କି ଅବହାନୀ ମୃତ୍ୟୁ ଦୁଆର ଦେଶରେ ଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract