Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Abstract Action Inspirational

2  

Sameer Kanhar

Abstract Action Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
150


ଜାଣିଲା ଭାରତ ହୋଇବ ମୁକତ ଗୋରା ଯିବେ ଦେଶ ଛାଡ଼ି, ଶାସନ ସୁରୂପ ହେବ କେଉଁ ରୂପ ସନ୍ତାନ ଦେଲେ ଯୋଗଡି ।

ଉଣେଇଶ ଶତ ଚାଳିଶି ନିଚିତ ହୁଅନ୍ତେ ସ୍ଵାଧୀନ ପାଇଁ ,।     ପୂରୁବ ବରଷ ନେତା ସମାବେଶ ଶାସନ ଚାଡ଼ିବେ ଯହିଁ ।

ଆମ୍ବେକରଙ୍କ ସୁଦକ୍ଷ ଅଧକ୍ଷ ପଣେ ସମ୍ବିଧାନ ଗଡ଼ି , ଜାଣିଲା ଭାରତ ହୋଇବ ମୁକତ ଗୋରା ଯିବେ ଦେଶ ଛାଡ଼ି ।

କରି ଅଧ୍ୟୟନ ନାନା ସମ୍ବିଧାନ ବିଚାର ତିନି ବରଷ,       ଗଣତନ୍ତ୍ର ନୀତି ସର୍ବ ସନମତି ସମ୍ବିଧାନ ହେଲା ଶେଷ ।

              

    


Rate this content
Log in

Similar oriya poem from Abstract