Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Abstract Children Stories Inspirational

3  

Sameer Kanhar

Abstract Children Stories Inspirational

ଜନନୀ ଜନ୍ମ ଭୂମି

ଜନନୀ ଜନ୍ମ ଭୂମି

1 min
219


ପଶ୍ଚିମ ଦିଗରେ ଦିବାକର ହେଉଥାନ୍ତି ଅସ୍ତ 

   ଲେଉଟେ ନିଜ ଗୃହେ ଗାଈ ଗୋରୁ ଗୋଠ , 

     ଆହକି ମଧୁର ସେ ସମୟ ଦୃଶ୍ୟ ଦେଖି  

             ନୟନ ମ ହୁଏ ଅତି ଅନନ୍ଧିତେ

     ରବି ଆକାଶେ ଧୀରେ ଧୀରେ ଲୁଚିଯାଏ 

    ଗାଈ ଗୋରୁ ପଲ ଧୂଳି ଉଦେଇ ଫେରି ଥାଏ , 

          ହମ୍ବା ରଡ଼ି ଡାକ କେତେ କର୍ଣ ଶୁଭାଇ   

    ଗୁହଲେ ବାଛୁରୀ ମାଁ ଡାକ ଶୁଣି ଖୁସି ହୁଅଇ,   

  ନୀଳ ଆକାଶରେ ସପ୍ତ ବର୍ଣ୍ଣ ରଙ୍ଗ ମେଲି ସପ୍ତ    

        ଶଯ୍ୟା ଶେଜେ ଆଚ୍ଛାଦିତ କରେ ଖୋଲି ,            ସେ ସମୟ ଜଗତ ସନ୍ଧ୍ୟା ରାଣୀ କହଇ

               ଚାଷୀ ପୁଅ ଜମିରୁ ଘର ଫେରାଇ ,

     


       


Rate this content
Log in

Similar oriya poem from Abstract