STORYMIRROR

Sameer Kanhar

Abstract

2  

Sameer Kanhar

Abstract

ଲକ୍ଷ ପଥେ

ଲକ୍ଷ ପଥେ

1 min
105

ମାନବ ଜୀବନ ନୁହଇଁ କେବଳ ଅର୍ଘ୍ୟ ଭୋଗ ବିଳାଶର    

କର୍ତ୍ତବ୍ୟ ସାଧନେ କର୍ମଠ ଵିଫଳ ହୁଏ ଦୂର ।

ସଫଳତା ନର ଜୀବନ ଲକ୍ଷ୍ୟ ସମସ୍ତେ ଆଜି ବୁଝିବା       

ବିଫଳ ଯଦି ଜୀବନରେ ଆସେ କେବେ ହରି ତ ନ ଯିବା ।

ଜୀବନ ରାସ୍ତାରେ ଅଙ୍କା ବଙ୍କା ପାଠ ଝଡ଼ ଯାଂଝା ଆସି ଥାଏ    

ସବୁ ସହିଣ ଲକ୍ଷ୍ୟ ପଥେ ଗଲେ ସଫଳତା ମିଳି ଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract