ଧୋକା
ଧୋକା
ଫିକା ପଡ଼ିଯାଏ ଏ ପ୍ରେମ ପୀରତି ଚିନ୍ନ କରଇ ବନ୍ଧୁତା, ଦିଗହରା ହୁଏ ଥିଲା ଯେ ପ୍ରେରଣା ଆସେ ଅସୁମାରୀ ଚିନ୍ତା ।
କୋମଳ ଚିତରେ ଧମନୀ ର ସ୍ୱର କମ୍ପି ଉଠେ ଆସେ ଜୁର, କୋହେ ଭାର କଣ୍ଟେ ଗୋପନ ଆଲାପେ ଉଠେ କ୍ରନ୍ଦନ ରୋଲ ।
ମୌଣ ଚାହାଣି ସୁରା ସରା ପାନେ ବାଖଣେ ନିଜର କଥା, ଅଧୁରା କାହାଣୀ ଥିଲା ତା ସପନେ ବୋଲେ ଟିକେ ଦେ ମଥା ।
ମନର ବେଦନା ସହି ପରେ ନାହିଁ ଦିବା ମିଶି ପ୍ରତିଖେଣେ, ମନୁ ପାସରି ନୁହଇ ସହଜ ପ୍ରେମ ଅଟେ ବିଚକ୍ଷଣ ।