Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Others

3  

Sameer Kanhar

Others

ଆମେ ସମ୍ପର୍କ

ଆମେ ସମ୍ପର୍କ

1 min
215


ସମ୍ପର୍କ ଅମର କଷଟି ପଥର ପରଖି ନେଇଛି ହଜିଲା ଦିନ,  

ସାହିତ୍ୟ ଅମର ପସନ୍ଦ ଭାଷା କାବ୍ୟ ଭାବ ଦୃଦୟ ମନ ।


ସାରସ୍ୱତ ବନ୍ଧ ଅପାର ଆନନ୍ଦ ପ୍ରଦାନ ସାଧନା ଜୀବନ ସାର, 

ସମୟ ବଦଳି ଭାବନା ବଦଳେ ଉଭା ହୁଏ ନୂଆ ରୂପରେ ପରା ।


ସମ୍ପର୍କ ନେ ଉଡ଼େ ଅବିରତ ଅନ୍ତର ଦେବତା ହେଲେ ପ୍ରସନ୍ନ,  

ସମ୍ପର୍କ ଆମର କଷଟି ପଥର ପରଖି ନେଇଛି ହଜିଲା ଦିନ ।


ଭାଷା ଭାବରେ ହୃଦୟ କନ୍ଧର କରିଛି ରାଜୁତି ତା ବିବ୍ୟାହାର,

ମମତା ଗୁଞ୍ଜରୀ ଅତି ସରାଗରେ ବନ୍ଧନ କରିଛି ହେଇ ଉଦ୍ଧାର ।


ପ୍ରେମ ଭାବ ତାର ଅତ୍ୟନ୍ତ ମଧୁର ସ୍ନେହ ସରଧା ସତ୍ୟ ସନ୍ଧାନ,

ସାହିତ୍ୟ ଆଚରଣ ସମ୍ପର୍କ ଗୁଣ ବର୍ଦ୍ଧନ କାରଣ ଶୁଭ ଚିନ୍ତକ ।


   


Rate this content
Log in