STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସ୍ପର୍ଶ

ସ୍ପର୍ଶ

1 min
187

ମନୋବାଞ୍ଛା ଏବେ ଅବାଂଛିତ କାହିଁକି ଯେ ଲାଗେ

ଲେଖିବାକୁ ଇଚ୍ଛା ହୁଏ ଜୀବନର ଗାଥା କବିତା

ଚିତ୍ରକଳ୍ପ ମୁଁ ଆଙ୍କିଛି, ମୋର ହୃଦୟ ପୃଷ୍ଠାରେ

ହେଲେବି ତ ଗାଇ ଦିଏ ଗୀତ ମଧୁରତା ର

ମୁଁ ଆଙ୍କିଛି ଚିତ୍ରକଳ୍ପ, ଲେଖିଛି ଗାଥା କବିତା

ଫୁଲର ସହରରେ ସହିଛି କଣ୍ଟାର ଆଘାତ

ସ୍ପର୍ଶ ନୁହେଁ କୋମଳ ପରଶ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract