STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ଆହେ ଜଗନ୍ନାଥ

ଆହେ ଜଗନ୍ନାଥ

1 min
202

ଆଶା, ବିଶ୍ବାସର

ପ୍ରତୀକ ତୁମେ ହେ

ଆହେ ପ୍ରଭୂ ଜଗନ୍ନାଥ,

ନୂଆ ବରଷ ରେ

ଭରି ଦିଅ ମନେ

ଶ୍ରଦ୍ଧା ଭକ୍ତିଟିର ହରଷ,

ଦୃଢ ସଂକଳ୍ପଟି

ସଂଞ୍ଚାରିତ କର

ସାଧନା କର୍ମର ବିଶ୍ବାସ,

ବାରମାସେ ତେର 

ପର୍ବ ତୁମର

ପିଠା, ଭୋଗ ରାଗ ସ୍ବାଗତ,

ଶକ୍ତିଟିଏ ହେଉ

ତୁମରି ଆଶୀଷ

ମନରେ ନଥାଉ କ୍ଲେଶ ଉଦାସ,

ଶାନ୍ତି ଖୁସିରେ 

କଟି ଯାଉ ଦିନ

ତୁମ ପାଦପଦ୍ମେ ସଦା ମସ୍ତକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract