STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଗଗନ

ଗଗନ

1 min
161

ଶାନ୍ତ ଗଗନ ପଚାରେ ଯେବେ ମତେ

ତମେ କେତେ ଯେ କ୍ଲାନ୍ତ କହି ପାରେନା

ମୁଁ କିଛି କହିଦିଏ ଖାଲି ତମେ ବୋଧ ହୁଏ

ଭ୍ରାନ୍ତ କ୍ଲାନ୍ତ ହୁଏ ଯେବେ ଅବସହ୍ନ ବି ହୁଏ

ହତାଶ ମଣିଷଟା କ୍ଲାନ୍ତ ଅପରାହ୍ନରେ

ଶାନ୍ତ ଗଗନ ପଚାରେ ଯେବେ କହିଦିଏ

ଖାଲି ମୁଁ ଯେ ସେମିତି କିଛି ନୁହେଁ

କ୍ଲାନ୍ତ ଏବେ ବୟସର ଜୀଵନର

ଯାତନାର ଭଲ ପାଇବାର

ପ୍ରତିଟି ପରିଣତିର ହତାଶ ସାୟାହ୍ନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract