ସମାଧାନ
ସମାଧାନ
ମୁଁ ଖୋଜେ ସୂତ୍ର ଏବେ ସମାଧାନ ର
ମୁଁ ଖୋଜେ ବିକଳ୍ପ,
ସମ୍ପର୍କ ଏକ ଅବିଛେଦ୍ୟ ଅଙ୍ଗ
ସମ୍ପର୍କ ଏକ ପ୍ରତୀକ ପବିତ୍ରତାର
କିନ୍ତୁ କାହିଁ ସେ ପବିତ୍ରତା
ମନ ଭାଙ୍ଗିଯାଏ ଆଉ ଯୋଡିବାର
ଅଦମ୍ୟ ସ୍ପୃହାରେ ମୁଁ ସେମିତି
ଭଟକୁଥାଏ ପାଏନା ସୂତ୍ର ସମାଧାନ ର
ଖୋଜିଥାଏ ପ୍ରତିଟି ମୁହୂର୍ତ୍ତ
ସୂତ୍ର ସମାଧାନ ର.............................
