STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ତମେ ଆଉ ମୁଁ

ତମେ ଆଉ ମୁଁ

1 min
0

ଆତ୍ମୀୟତାର ବଜାର ରେ ମୁଁ ଯେବେ 
ବିକ୍ରି ହେଇଯାଏ, ଦୂରତ୍ୱ ର ବ୍ୟବଧାନ 
ତମେ ଆଉ ମୁଁ, ନା ତମେ ବୁଝିପାର 
ନା ମୁଁ ବୁଝେଇପାରେ, ତମେ ଏକ 
ଦୂରତ୍ୱ ମୁଁ ଏକ ଅବୁଝା ମଣିଷ 
ନିଜସ୍ୱ ପଣିଆ ଯେବେ 
ଚୋରି ହୋଇଯାଏ 
ସମ୍ପର୍କ ବିଶ୍ୱାସ ର ଭଲପାଇବାର 
ଅତୁଟ ବନ୍ଧନ, ରଜ୍ଜୁ ଏକ ଶିକୁଳିର 
ଇଏ କି ଦୂରତ୍ୱ ବ୍ୟବଧାନ 
ଭଲପାଇବାର.........................................



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

କ୍ଷତ

କ୍ଷତ

1 min ପଢ଼ନ୍ତୁ

ପଥିକ

ପଥିକ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

Similar oriya poem from Abstract