STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

କ୍ଷତ

କ୍ଷତ

1 min
0

ଖେଳ ନୁହେଁ ଜୀବନଟା, ମୁଁ ନୁହେଁ 
ଖେଳଣାଟାଏ, କାହିଁକି ଖେଳ 
ଏବେ ଲାଗେ ଜୀବନଟା 
ଲାଗେ ମୃତବତ ବେଳେବେଳେ 
ଲାଗେ ନିଷ୍ପ୍ରାଣ କଣ୍ଢେଇ ଟେ 
ସ୍ପୃହା ସବୁ ମରିଯାଏ 
ଜିଁବାର ରାହା ନ ଥାଏ 
କେମିତି ହେବି ଆଶାବାଦୀ 
ମଣିଷଟିଏ, ନୈରାଶ୍ୟ ର 
ଏହି ବେଳାଭୂମିରେ 
ହୃଦୟର ଗଭୀର କ୍ଷତ କୁ 
ହୃଦୟରେ ସାଇତିଦେଇ..............................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

କ୍ଷତ

କ୍ଷତ

1 min ପଢ଼ନ୍ତୁ

ପଥିକ

ପଥିକ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଘର

ଘର

1 min ପଢ଼ନ୍ତୁ

ମଣିଷ

ମଣିଷ

1 min ପଢ଼ନ୍ତୁ

ପୁଣ୍ୟ

ପୁଣ୍ୟ

1 min ପଢ଼ନ୍ତୁ

ମାର୍ଗ

ମାର୍ଗ

1 min ପଢ଼ନ୍ତୁ

Similar oriya poem from Abstract