ଧର୍ମ
ଧର୍ମ
ଜୀଵନ ଅଙ୍କା ବଙ୍କା ବାଟଟିଏ
ସେଠିପୁଣି ଭେଟିବାକୁ ପଡେ
କେତେବେଳେ କାହାସହିତ
ସେହି ବିଚିତ୍ରବର୍ଣ୍ଣା ଜୀବନଟା
ଯେବେ ଖୋଜିଥାଏ ଜିଁବାକୁ
ଏକ ମାନବଧର୍ମୀ ମଣିଷ
ସେତିକିବେଳେ ଦୁରୂହ
ଲାଗେ ଜୀଵନ ଟା
ଆଘାତ ପ୍ରାପ୍ତ ମନଟା ସିନା
ଜଳେ ଆଉ କୁହୁଳେ
ସେ ଆଉ ନିଜକୁ ନିଜେ
ସାନ୍ତ୍ୱନା ଦେଇପାରେନା............
