ଶାନ୍ତି
ଶାନ୍ତି
ମୁଁ ଆଜିବି ପ୍ରତିକ୍ଷୀତ କାହିଁ କେଉଁଠି ମିଳେ ଶାନ୍ତି
ଶାନ୍ତିତ ଅପହଞ୍ଚ ଇଲାକାଟିଏ, ମୁଁ ଜାଣେନା
ଠିକଣା ତାର, କେଉଁଠି ମିଳେନା ନା ହାଟରେ
ନା ବଜାରରେ, ନା ମଣିଷ ସମାଜରେ
ନା ଆତ୍ମୀୟ ସ୍ୱଜନ ମାନଙ୍କ ଠାରେ
କେଉଁଠି ମିଳେ ଚିର ଶାନ୍ତି
ନା ଏହି ମଣିଷ ସମାଜ ରେ
ନା ମଣିଷ ସମାଜ ଠୁ ବହୁତ ଦୂରରେ
କେଉଁଠି ବି ମିଳେନା ଶାନ୍ତି
ଶାନ୍ତି ଏକ ଶବ୍ଦଟିଏ ମରୀଚିକା....................................
