Geetanjali Prusty
Literary Brigadier
AUTHOR OF THE YEAR 2021 - NOMINEE
233
Posts
1
Followers
0
Following
ଗୀତାଞ୍ଜଳି ପୃଷ୍ଟି ମଣିଷ ତିଆରି କାରଖାନାର ଜଣେ ସଫଳ ବିନ୍ଧାଣି ହେଲେ ମଧ୍ୟ ସାରସ୍ୱତ ଜଗତରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରିଛନ୍ତି l
କବିତା, ଗଳ୍ପ, ଧନ୍ଦା, ପ୍ରବନ୍ଧ ଇତ୍ୟାଦି ରଚନା ମାଧ୍ୟମରେ ସାହିତ୍ୟ ସାଧନା କରିବା ତଥା ସମାଜ ସେବାରେ ରୁଚି ରଖିଥିବା ଗୀତାଞ୍ଜଳି ତାଙ୍କର ଆଖ ପାଖରେ ଥିବା ଲୋକ ମାନଙ୍କ ସୁଖ ଦୁଃଖରେ ସର୍ବଦା ସାମିଲ... Read more
ଗୀତାଞ୍ଜଳି ପୃଷ୍ଟି ମଣିଷ ତିଆରି କାରଖାନାର ଜଣେ ସଫଳ ବିନ୍ଧାଣି ହେଲେ ମଧ୍ୟ ସାରସ୍ୱତ ଜଗତରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରିଛନ୍ତି l
କବିତା, ଗଳ୍ପ, ଧନ୍ଦା, ପ୍ରବନ୍ଧ ଇତ୍ୟାଦି ରଚନା ମାଧ୍ୟମରେ ସାହିତ୍ୟ ସାଧନା କରିବା ତଥା ସମାଜ ସେବାରେ ରୁଚି ରଖିଥିବା ଗୀତାଞ୍ଜଳି ତାଙ୍କର ଆଖ ପାଖରେ ଥିବା ଲୋକ ମାନଙ୍କ ସୁଖ ଦୁଃଖରେ ସର୍ବଦା ସାମିଲ ଥାଆନ୍ତି l ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତାଙ୍କର ନିଆରା ପ୍ରବୃତ୍ତି l Read less
Share with friends