ଗୀତାଞ୍ଜଳି ପୃଷ୍ଟି ମଣିଷ ତିଆରି କାରଖାନାର ଜଣେ ସଫଳ ବିନ୍ଧାଣି ହେଲେ ମଧ୍ୟ ସାରସ୍ୱତ ଜଗତରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରିଛନ୍ତି l କବିତା, ଗଳ୍ପ, ଧନ୍ଦା, ପ୍ରବନ୍ଧ ଇତ୍ୟାଦି ରଚନା ମାଧ୍ୟମରେ ସାହିତ୍ୟ ସାଧନା କରିବା ତଥା ସମାଜ ସେବାରେ ରୁଚି ରଖିଥିବା ଗୀତାଞ୍ଜଳି ତାଙ୍କର ଆଖ ପାଖରେ ଥିବା ଲୋକ ମାନଙ୍କ ସୁଖ ଦୁଃଖରେ ସର୍ବଦା ସାମିଲ... Read more
Share with friends
No Audio contents submitted.