STORYMIRROR

Prasanna Kumar Panda

Abstract Inspirational

3  

Prasanna Kumar Panda

Abstract Inspirational

କନ୍ୟା ଦିବସ

କନ୍ୟା ଦିବସ

1 min
359

ଯଶ କିର୍ତ୍ତୀ ରଚିବା ପାଇଁ ବୁଦ୍ଧି ଜ୍ଞାନ ଧୈର୍ଯ୍ୟ ଢାଳି ଦିଅନ୍ତୁ ପ୍ରତ୍ୟେକ କନ୍ୟାଙ୍କ ଠାରେ ସୁଖ ଶାନ୍ତି ଲହରୀରେ

ସେମାନଙ୍କ ମନ ନାଚି ଉଠୁ ଥାଉ ସବୁ ସମୟରେ ।

କନ୍ୟାରତ୍ନ ଦେଶର ଗୌରବ ଓ ସମ୍ମାନ 

ସେମାନଙ୍କୁ କେବେ କରିବା ନାହିଁ ଅପମାନ। 

କନ୍ୟା ରତ୍ନ ପାଇବା ନ ଥାଏ ସମସ୍ତଙ୍କ ଭାଗ୍ୟରେ 

କନ୍ୟାଦାନ କରି ପୁଣ୍ୟ ଅର୍ଜନ କରିବା ନ ଥାଏ ସମସ୍ତଙ୍କ ଠାରେ ।

ସ୍ଵାଧୀନତା ପରେ ବି ଦେଶରେ କନ୍ୟାମାନେ

ଜୀବନ କାଟୁଛନ୍ତି ହନ୍ତସନ୍ତ ହୋଇ 

କନ୍ୟାମାନେ ଯେବେ ସୁରକ୍ଷିତ ହୋଇ ବାଟ ଚାଲିବେ 

ସୁନାମ ଅର୍ଜିବ ଭାରତ ଭୂଇଁ।  


Rate this content
Log in

Similar oriya poem from Abstract