STORYMIRROR

Prasanna Kumar Panda

Abstract Classics Inspirational

4  

Prasanna Kumar Panda

Abstract Classics Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
230

ଭକ୍ତିରେ ଡ଼ାକିଲେ ତୁମେ  ହୃଦେ ବିଜେ କର

ଗର୍ବ କଲେ ଦଣ୍ଡ ଦିଅ  ତୁମେ ଚକ୍ରଧର l

ପାପୀ ତପି ତରିଛନ୍ତି  ତୁମ ନାମ ଧରି

ମୁଁ ଜଣେ ସାମାନ୍ୟ ଭକ୍ତ  ଭବୁ କର ପାରି l

ନ ଦିଅ ହେ ମୋତେ ପଛେ ବୈକୁଣ୍ଠେ ସ୍ଥାନ

ତୁମ କୃପା ଢ଼ାଳୁଥାଅ ମୋତେ ରାତି ଦିନ l

କୃପା ତୁମ ଥିଲେ ପ୍ରଭୁ ମୋହରି ଉପରେ

ନ ଲାଗିବ ଡ଼ର ଭୟ  ମୋର ଜୀବନରେ l

ହସିହସି ମୋ ଜୀବନ ଯାଉଥିବୁ ବିତି

ଦୁଃଖ ହରି ସୁଖ ଦେବ ଆହେ ଲକ୍ଷ୍ମୀପତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract