STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ତମେ

ତମେ

1 min
143

ନିୟନ୍ତ୍ରଣର ଅଧୀନ

ଯଦି ହୁଅନ୍ତା ଛଳନା

ପ୍ରତାରଣା, ମୁଁ ଜଳି ନଥାନ୍ତି

ତମ ଇର୍ଷାର ଅନଳ ରେ

ନିୟନ୍ତ୍ରଣର ଅଧୀନ ଯଦି

ହୁଅନ୍ତା କିଛିବି, ସାଇତି ରଖେ

ବୋଲି ହୃଦୟର ଗଭୀର

ପ୍ରକୋଷ୍ଠରେ, ମୁଁ ତମ ପାଇଁ

ରଖିଛି ସାଇତି ଭୁଲିନି କିଛିବି

ତମେ ଯଦି ବନି ପାର ପ୍ରତାରକ

ବୁଝିନଥିଲି ବୋଲି ତମେ ଏମିତି

ବାନ୍ଧିଦେଲ ପ୍ରତାରଣା ର ଶିକୁଳିରେ

ନିୟନ୍ତ୍ରଣ ର ଅଧୀନ ଯଦି ହୁଅନ୍ତା

ତମ ଛଳନା, ପ୍ରତାରଣା,

ତମେ ବନିପାରନ୍ତନି ବାଦଶାହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract