STORYMIRROR

ASHUTOSH THAKUR

Abstract

3  

ASHUTOSH THAKUR

Abstract

ଆମର ଦେଶ

ଆମର ଦେଶ

1 min
197

 


ଦଶରଥ ରଜାର୍ ଚାଏର୍ ପୁଅ

   ହେଥୁରୁ ଝନେ ଭରତ୍

ତାକର୍ ନାଁ ଥୁନ୍ ଜନମ ହେଇଛେ

   ଆମର୍ ଦେଶ ଭାରତ୍ ,,

ଏକତାର୍ ବାର୍ତା ସଂସାରେ ବାଁଟୁଛେ

    ତିନ୍ ରଙ୍ଗିଆ ପତାକା

ଫର୍ ଫର୍ ଉଡୁଛେ ପତାକା ଆମର୍

    ସୁଆଧିନ୍ ର ସୁରତା ।



Rate this content
Log in

Similar oriya poem from Abstract