STORYMIRROR

ASHUTOSH THAKUR

Inspirational

3  

ASHUTOSH THAKUR

Inspirational

ଲବାର୍

ଲବାର୍

1 min
27

ଇ କରୋନା ବଢ଼େ ଲବାର୍

ଛେକିଚେ ସବୁ କାମ୍ କବାର୍

ସାରା ପୁରଥି ଦେଇଛେ ରୁନ୍ଧି

ଚିନଦେସୁ ତାର୍ ଜନମ୍ ମୁଜି


ଚାଁଟିମାଛି ବାଗିର ମାରୁଛେ ସବକୁ

ମୁହୁଁ ଦେଖା ଦୁଖି ନାଇଁନ କାହାକେ

ବଢେଟେ ଚଡକ ପଡିଛେ ମୁନୁଷକେ

କିଏ ଜାନିଛେ ଖେପିନେବା କାହାକେ


ନିଜେ ନିଜକେ ବଞ୍ଚାମା ରହି ତରକି

କାହାର ଭୁଲେପଡି ନାଇଁ ଯ ବହକି

ନାଇଁ ନ ତାର୍ ଉସୋକସା ଏଛେନ୍

ଘର ଭିତରେ ରହି ଦେମା ଛେକେନ୍


ନିଜକେ ସିଆଁନି ଭାବିନାଇଁ ଯା' ଉପଲି

ନାଇଁଦେଖେ ବୁଢାଜୁଆଁନ ନେବାସଁକଲି

ଇନୁ ଏକୁଶ ଦିନ୍ ରହେମା ଘରଭିତରେ

ସକାରର ନୀତିନିୟମ ମାଁନମା ବତରେ


ଜିଇଁ ଥିଲେ ଜୀବକା ମରିଗଲେ ଛେତକା

କରମ୍ ଜାନୀଫଲ୍ ଦେଖ୍ ହେଇଛେ ରଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ASHUTOSH THAKUR

Similar oriya poem from Inspirational