STORYMIRROR

ASHUTOSH THAKUR

Others

2  

ASHUTOSH THAKUR

Others

ସୋର ହେସି

ସୋର ହେସି

1 min
31

ଜେନ୍ ଦିନୁ ଆଏଲା କିରକେଟ ବାଡ଼ି

ହଜିଗଲା ଆମର କେଲି ବାଡ଼ି

ସୋର କର ନଟୁ ବାଟି ଖେଲର କଥା

ଚଲ କରସି ଲୁକ ଲୁକାନିର କଥା

ଧରନି ଗୁଡୁ ବିିିସ ଅମରୁତ୍ ଖେଲ୍

ଜାନି ନାଇଁ ପାରୁ ପଲାସି ବେଲ

ନରଦି ନରଦି ହାରି ଗଲେ 

ହେତି ଥିଲା କେତେ ମଜା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ASHUTOSH THAKUR