STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ନିଜକଥା

ନିଜକଥା

1 min
233

ଲେଖେ ଯେବେ ନିଜ କଥା ନିଜେ

ପଢେ ଯେବେ ନିଜ ଚିଠି ନିଜେ

ଗପେ ଯେବେ ନିଜ ସାଙ୍ଗରେ ନିଜେ

ସବୁ ଲାଗେ ବାଲୁକା ମୟ ଭଗ୍ନ ସ୍ତୁପଟିଏ,

ମରୁଭୂମିର ମରୁବାଲି

ମରୀଚିକା ପ୍ରହେଳିକା, କୁହେଳିକା

ଯାହାବି କହିଲେ ଠିକ ହେବ

କାଚ ଆଇନା ଭଳି ଏଠି

ହୃଦୟ ଯଦି ଭାଙ୍ଗେ କେବେ

ମୁଁ ବି ତ ଭଙ୍ଗା ଆଇନା ପାଲଟି ସାରିଛି,

ଅଦୃଷ୍ଟ ଯାତନାର ଅଜଣା ଇଲାକାରେ

ଭଗ୍ନ ବାରବାଟୀ ଜୀବନଟା

ଖୋଜେ ଏମିତି ଏକ ମଣିଷ ଯିଏ

ମନ କଥା ବୁଝି ପାରୁଥିବ କିନ୍ତୁ

ଏଠି ଅବ୍ୟକ୍ତ ଭାଷା ବି ବ୍ୟକ୍ତ କରି ହୁଏନି,

ଚିଠି ବି ତ ଅପଢା ରହେ,

ସବୁ କିଛି ଲାଗେ ଭଗ୍ନ ବାରବାଟୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract